verb କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
Ex.
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmবঢ়া
bdखुरन
hinनिकालना
kanಹೊರತೆಗೆ
kasکَڑُن
kokकाडप
malപുറത്തെടുക്കുക
mniꯀꯣꯠꯊꯣꯛꯄ
sanरिक्तीकृ
telబయటకుతీయు
urdنکالنا , کاڑھنا
verb କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
Ex.
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
Wordnet:
asmউলিওৱা
benবার হওয়া
gujનીકળવું
kanಆವಿಷ್ಕಾರಿಸು
mniꯄꯨꯊꯣꯛꯄ
nepनिकाल्नु
panਨਿਕਲਣਾ
urdنکلنا , ایجادہونا
verb ବାହାର କରିଦେବା
Ex.
ଠିକାଦାର ଦଶଜଣ ଶ୍ରମିକକୁ ବାହାର କରିଦେଲେ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmছাটাই কৰা
bdदिहुन हर
benছাঁটাই করা
gujછટણી કરવી
hinछाँटना
malപുറത്താക്കുക
marकाढून टाकणे
mniꯂꯧꯊꯣꯛꯄ
nepछाँट्नु
panਛਾਂਟਣਾ
tamநீக்கு
urdچھانٹنا , تخفیف کرنا , چھٹنی کرنا
verb ଖୋଜିକରି ଆଗରେ ରଖିବା
Ex.
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
gujકાઢવો
hinनिकालना
kanಪತ್ತೆಹಚ್ಚು
kasکَڑُن
malകണ്ടെടുക്കുക
marशोधून काढणे
mniꯐꯥꯒꯠꯄ
nepनिकाल्नु फेला पार्नु
panਕੱਢਣਾ
tamகண்டெடு
telవెలికితీయు
urdنکالنا , برآمدکرنا , ڈھونڈ نکالنا
verb ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
Ex.
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
benকাটা
sanनिष्कृष्
tamநிர்மாணி
verb ଭିତରେ ପଶିଥିବା ଜିନିଷକୁ ବାହାର କରିବା
Ex.
ବାରିକ ପାଦର କଣ୍ଟାକୁ ବାହାରକଲା ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
kanಹೊರತೆಗೆ
tamவெளியே எடு
urdنکالنا , الگ کرنا
verb କୌଣସି ବସ୍ତୁରେ ପଡ଼ିଥିବା ବସ୍ତୁକୁ ବାହାର କରିବା କିମ୍ବା ହଟାଇବା
Ex.
ସେ କ୍ଷୀରରେ ପଡ଼ିଥିବା ମାଛିକୁ ବାହାର କଲା ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
See : ଅଲଗା କରିବା, ଆବିଷ୍କାର କରିବା, ଖୋଲିବା, କାଢ଼ିବା, ଉଠାଇବା, ପ୍ରଚଳନ କରିବା, ଉଦ୍ଧାର କରିବା