Dictionaries | References

ବିଶେଷଜ୍ଞ

   
Script: Odia

ବିଶେଷଜ୍ଞ

ori.wordnet.indo | Oriya  Oriya |   | 
 noun  ଯେ କୌଣସି ବିଷୟକୁ ବିଶେଷ ରୂପରେ ଜାଣିଥିବା ବା ଯେ କୌଣସି କାମ, ବସ୍ତୁଆଦିକୁ ବହୁତ ଭଲଭାବରେ ଜାଣେ   Ex. ସେ ଚର୍ମରୋଗ ବିଶେଷଜ୍ଞ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 adjective  କୌଣସି ବିଶେଷ ବିଷୟ ଆଦିରେ ସମ୍ବନ୍ଧ ରଖିବା ବ୍ୟକ୍ତି   Ex. ଏ ବିଷୟରେ ତଥ୍ୟ ତ ଆପଣକୁ କେହି ବିଶେଷଜ୍ଞ ବ୍ୟକ୍ତି ହିଁ ଦେଇପାରିବେ
ONTOLOGY:
संबंधसूचक (Relational)विशेषण (Adjective)
 adjective  କୌଣସି ବିଷୟକୁ ଭଲଭାବରେ ଜଣିଥିବା ଲୋକ   Ex. ଏହା ଆଧ୍ୟାତ୍ମିକ ବିଶେଷଜ୍ଞ ପୁରୁଷମାନଙ୍କ ସମ୍ମେଳନ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
   see : ଅଭିଜ୍ଞତା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP