Dictionaries | References ବ ବ୍ୟବସ୍ଥା Script: Odia Meaning Related Words Rate this meaning Thank you! 👍 ବ୍ୟବସ୍ଥା ori.wordnet.indo | Oriya Oriya | | noun ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ Ex. ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା ONTOLOGY:समूह (Group) ➜ संज्ञा (Noun) SYNONYM:ନିୟମ ସଂସ୍ଥାWordnet:asmঅনুষ্ঠান gujસંસ્થા kasرواج kokरिवाज malപ്രസ്ഥാനം telవ్యవస్థ urdتنظیم noun କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା Ex. ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ HYPONYMY:ଆୟୋଜନ ଧାଡ଼ି ଡାକ ଟେଲିଫୋନ ପାଠ୍ୟକ୍ରମ ଅଧାଭାଗ ଅର୍ଥବ୍ୟବସ୍ଥା ଶ୍ରେଣୀ ତଦାରଖ ବିଧାନ ଏକଛତ୍ରବାଦ ଟେଲିଫୋନ୍ ସଂଚାଳନ ଉଇଲ୍ ରାସନବିତରଣ ନେଟୱାର୍କ ନିଗମ କାନୁନ ବ୍ୟବସ୍ଥା.କାନୁନ-ବ୍ୟବସ୍ଥା ଜାଲ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ବନ୍ଦୋବସ୍ତ ଯୋଗାଡ଼Wordnet:asmব্যৱস্থা bdबेबस्था benব্যবস্থা gujવ્યવસ્થા hinव्यवस्था kanವ್ಯವಸ್ಥೆ kasاِنتِظام , بَنٛدوبست kokवेवस्था malഏര്പ്പാടാക്കല് marव्यवस्था mniꯁꯤꯜ ꯂꯥꯡꯕꯒꯤ꯭ꯊꯕꯛ nepव्यवस्था panਪ੍ਰਬੰਧ telఎర్పాట్లు urdانتظام , بندوبست , اہتمام noun ଶାସ୍ତ୍ରଆଦିଦ୍ୱାରା ନିର୍ଦ୍ଧାରିତ ହେଉଥିବା କାମର ବିଧାନ Ex. ବୈଦିକ ଯୁଗରେ କାମର ଆଧାରରେ ଚାରି ବର୍ଣ୍ଣର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି HYPONYMY:ଆଶ୍ରମ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:bdमावनाय राहा kanವ್ಯವಸ್ಥೆ kasانتظام mniꯊꯕꯛ꯭ꯊꯧꯔꯝ panਵਿਵਸਥਾ(ਪ੍ਰਬੰਧ) telవ్యవస్థ urdنظام , نظم وضبط , بندوبست noun ସମାଜ ଦ୍ୱାରା ନିର୍ଦ୍ଧାରିତ କୌଣସି କାର୍ଯ୍ୟ କରିବାପାଇଁ ଏକ ପ୍ରଚଳିତ ରୀତି Ex. ଏହି କାର୍ଯ୍ୟଳୟର ବ୍ୟବସ୍ଥା ଏତେ ବେକାର ଯେ କିଛି ବି କାମ ଠିକ୍ ସମୟରେ ହେଉନାହିଁ HYPONYMY:ଜଳ ଯୋଗାଣ ବ୍ୟବସ୍ଥା ONTOLOGY:प्रक्रिया (Process) ➜ संज्ञा (Noun)Wordnet:benব্যবস্হা kasنظام malസ്ഥിതി mniꯊꯕꯛ ꯊꯧꯔꯝ nepव्यवस्था sanव्यवस्था urdنظام , انتظام , نظم و ضبط noun ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ Ex. ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ HYPONYMY:ଭଏସ ମେଲ ବ୍ୟୁହରଚନା ରେଳତନ୍ତ୍ର ସଂଯୋଗ ଫାୟାରବଲ୍ ଟେଲିଭିଜନ ହୱାଲା ନେଟୱାର୍କ ONTOLOGY:समूह (Group) ➜ संज्ञा (Noun) SYNONYM:ତନ୍ତ୍ରWordnet:gujતંત્ર kasنِظام , بَنٛدوبَستہٕ mniꯅꯤꯇꯤ ꯅꯤꯌꯝ urdنظام , انتظام See : ଆୟୋଜନ, ଯୋଗାଡ଼ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP