କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍ ବୋଲି ଜଣାପଡ଼େ
Ex. ଆମେ ସାଂସାରିକ ମାୟାରେ ଫସି ଯାଇଛୁ / ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର
ONTOLOGY:
बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ପ୍ରପଞ୍ଚ ଭବମାୟା ଅବିଦ୍ୟା ଭବବିଳାସ
Wordnet:
hinमाया
kanಜಾಲ
kasبرٛم , مایا
kokमाया
malമായ
marमाया
panਮਾਇਆ
tamமாயை
telమాయ
urdمایا , دھوکہ , فریب
ମୟଦାନବର କନ୍ୟା
Ex. ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ
Ex. ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଗୋଟିଏ ବର୍ନ୍ନବୃତ୍ତ
Ex. ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)