ସଫା କରିବା କାମ
Ex. ମନୋହର ଲୁଗା ସଫା କରିବାକୁ ଗଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benকাচানো
hinधुलवाई
kasچَھلناونہِ
kokधुवपाक लावप
urdدُھلوائی
ବସ୍ତୁସମୂହର କରାଯାଉଥିବା ଏପରି ଉପଯୋଗ ବା ଭୋଗ ଯାହା ସମୂଳେ ଶେଷ ହୋଇଯାଏ
Ex. ଦୁଇବର୍ଷରେ ସେ ବାପା-ଦାଦାଙ୍କ ରୋଜଗାରକୁ ସଫା କରିଦେଲା
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benশেষ করে ফেলা
gujસફાયો
kanನುಂಗಿ ನೀರುಕುಡಿಯುವುದು
kokसोपयली