ଏକ ପ୍ରକାର ଦେବତା
Ex. ଭାଗବତ ପୁରାଣ ଅନୁସାରେ ବାରଜଣ ଆଦିତ୍ୟ ଅଛନ୍ତି
HYPONYMY:
ବିଷ୍ଣୁ ପୂଷାଣ ଇନ୍ଦ୍ର ଅରୁଣ ବରୁଣ ଅର୍ୟମା ସୂର୍ଯ୍ୟଦେବ ତ୍ୱଷ୍ଟା ଧାତା ଭଗ ମିତ୍ର ଅଂଶୁମାନ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benআদিত্য
kasآدِتیے
panਆਦਿਤਅ
urdآدتیہ
ଅଦିତିଙ୍କର ପୁତ୍ର
Ex. ଆଦିତ୍ୟମାନଙ୍କ ସଂଖ୍ୟା ଭିନ୍ନଭିନ୍ନ ପୁସ୍ତକରେ ଭିନ୍ନଭିନ୍ନ ଭାବେ କୁହାଯାଇଛି
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ବାରଟି ମାତ୍ରାର ଏକ ଛନ୍ଦ
Ex. ଏହି କବିତା ଆଦିତ୍ୟର ଏକ ଭଲ ଉଦାହରଣ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)