କିଛି ବିଶିଷ୍ଟ ପ୍ରକାରରେ ତିଆରି ହେଉଥିବା ବୈଦ୍ୟଶାସ୍ତ୍ରରେ ଉଲ୍ଲେଖିତ ଗୋଟିଏ ପୌଷ୍ଟିକ ପେୟ
Ex. ଦ୍ରାକ୍ଷାସବ କ୍ଷୁଧା ବର୍ଦ୍ଧକ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏଭଳି କୌଣସି ମଧୁର ଏବଂ ମାଦକ ପଦାର୍ଥ ଯାହା ଯେ କୌଣସି ରୂପରେ ପାନ କରାଯାଏ
Ex. କାମୁକ ନିମନ୍ତେ ଅଧରାସବର ପାନ ମଦପାନ ଠାରୁ ଅଧିକ ଆନନ୍ଦଦାୟକ
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
କୌଣସି ଉତ୍ତେଜକ ଅଥବା ବଳବର୍ଦ୍ଧକ ପଦାର୍ଥ ବା କଥା
Ex. ବୈଦ୍ୟଙ୍କ ଦ୍ବାରା ଦିଆଯାଇଥିବା ଆସବକୁ ଖାଇଲା ପରେ ତାହାର ଦୁର୍ବଳତା ଚାଲିଗଲା
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)