Dictionaries | References

ଚିତ୍ର

   
Script: Odia

ଚିତ୍ର

ori.wordnet.indo | Oriya  Oriya |   | 
 noun  ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି   Ex. କଳାନିକେତନରେ ମକୱୁଲ୍‌ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
HOLO MEMBER COLLECTION:
ଚିତ୍ରଶାଳା
HYPONYMY:
ଫଟୋ ମୁରୁଜ ରେଖାଚିତ୍ର ହାସ୍ୟଚିତ୍ର ତୈଳଚିତ୍ର ଗ୍ରାଫ୍ ଭିତ୍ତିଚିତ୍ର ଚିତ୍ର ମୁରୂଜଚିତ୍ର ଖୋଦେଇ କଳା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଆଲେଖ୍ୟ ଛବି ପ୍ରତିକୃତି
Wordnet:
asmচিত্র
bdसावगारि
benচিত্র
gujચિત્ર
hinचित्र
kanಚಿತ್ರ
kasتَصویٖر , شکٕل
kokचित्र
malചിത്രം
marचित्र
mniꯑꯌꯦꯛꯄ꯭ꯂꯥꯏ
panਚਿੱਤਰ
sanचित्रम्
tamபடம்
telబొమ్మ
urdتصویر , عکس , چھایا
 noun  ରଙ୍ଗଦ୍ୱାରା କରାଯାଉଥିବା ଚିତ୍ର   Ex. ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଛବି ପେଣ୍ଟିଂ
Wordnet:
kokपेंटींग
panਪੇਂਟਿੰਗ
urdپینٹنگ , تصویر , پکچر
 noun  ଦୂରଦର୍ଶନ ପ୍ରସାରଣର ଦୃଶ୍ୟଭାଗ   Ex. ଟିଭିରେ କେବଳ ଶବ୍ଦ ଆସୁଛି କିନ୍ତୁ ଚିତ୍ର ଦେଖାଯାଉନାହିଁ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଛବି ଫଟୋ ଭିଡିଓ ପିକଚର
Wordnet:
benভিডিও
gujવિડિયો
hinविडियो
kasویٖڑیو , شَکلہٕ
panਵੀਡੀਓ
sanचित्रम्
urdویڈیو , پکچر , تصویر , فوٹو , عکس
 noun  ଛବି, ଲୋକଙ୍କ ସାମ୍ନାରେ ବ୍ୟକ୍ତି, ସଂସ୍ଥା ବା ବସ୍ତୁ ଆଦିର ସାମାନ୍ୟ ପ୍ରଭାବ ପ୍ରସ୍ତୁତ କରେ   Ex. ନିଜର କର୍ମ ଅନୁସାରେ ଆମେ ନିଜର ତଥା ଦେଶର ଚିତ୍ରକୁ ବଦଳାଇ ପାରିବୁ
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଛବି ସ୍ଥିତି
Wordnet:
gujછબિ
kasپرتیٖت , شَکٕل , تصویٖر
panਛਬੀ
urdشبیہ , تصویر , شکل
   See : ଫଟୋ, ଛବି, ନକ୍‌ସା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP