Dictionaries | References

ତେଲୁଗୁ

   
Script: Odia

ତେଲୁଗୁ

ori.wordnet.indo | Oriya  Oriya |   | 
 noun  ତୈଲଙ୍ଗ ଅଞ୍ଚଳର ଭାଷା   Ex. ଆନ୍ଧ୍ରପ୍ରଦେଶରେ ତେଲୁଗୁ କୁହାଯାଏ
ONTOLOGY:
भाषा (Language)विषय ज्ञान (Logos)संज्ञा (Noun)
 noun  ତୈଲଙ୍ଗ କ୍ଷେତ୍ରର ନିବାସୀ   Ex. ମୁଁ କିଛି ପରିଚିତ ତେଲୁଗୁଙ୍କ ସହିତ ଚିକାଗୋରେ ଦେଖାକଲି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
mniꯇꯦꯜꯒꯨ꯭ꯃꯆꯥ
urdتیلگو , تلنگا , تیلنگ , تلنگی
 adjective  ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ   Ex. ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ
ONTOLOGY:
संबंधसूचक (Relational)विशेषण (Adjective)
 adjective  ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି   Ex. ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ
Wordnet:
mniꯇꯩꯂꯪꯒꯪꯒꯤ
 adjective  ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ   Ex. ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା
ONTOLOGY:
संबंधसूचक (Relational)विशेषण (Adjective)
   see : ତେଲୁଗୁ ଲିପି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP