Dictionaries | References ଦ ଦୁଃଖ Script: Odia Meaning Related Words ଦୁଃଖ ori.wordnet.indo | Oriya Oriya Rate this meaning Thank you! 👍 noun ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ Ex. ଦୁଃଖ ବେଳେ ଭଗବାନ ମନେ ପଡନ୍ତି / ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି HYPONYMY:ଶାରୀରିକ ପୀଡ଼ା ଦୁଃଖ ମନୋବ୍ୟଥା କଷ୍ଟ ଅବସାଦ ଭବବନ୍ଧନ ଅତିକଷ୍ଟ ପ୍ରେତବାଧା ଅନାତ୍ମକଦୁଃଖ ମୃତ୍ୟୁଶଙ୍କା ସନ୍ତାପ ଭବ ଅସ୍ମିତା ଜିଭକାଟର ଦୁଃଖ ଅନ୍ତର୍ଦୁଃଖ ଅନ୍ଧତାମିସ୍ର୍ର ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଦୁର୍ଦଶା କଷ୍ଟ କ୍ଳେଶ ଅସୁଖ ଶୋକWordnet:asmদুখ bdदुखु benদুঃখ gujદુ hinदुख kanದುಃಖ kasمُصیٖبَت , تَکلیٖف kokदुख्ख malവ്യസനം marदुःख mniꯑꯋꯥꯕ nepदु:ख panਤਕਲੀਫ਼ sanदुःखम् tamதுக்கம் telదుఃఖం urdتکلیف , کوفت , دکھ , پریشانی , اضطراب , درد , الم , اندوہ , آزارمشقت , سزا , ایزا , الجھن noun କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ Ex. ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ HYPONYMY:ଅବଶୋଷ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଖେଦ କ୍ଷୋଭ ଗ୍ଲାନି ଅନୁତାପ ଅବଶୋଷWordnet:asmদুখিত bdदुखु benখেদ gujખેદ hinदुःख kanಖೇದ kasاَفسوٗس kokखंत malഖേദം marखेद nepखेद panਅਫਸੋਸ sanखेद tamவேதனை telదుఃఖం urdافسوس , ملال , رنج , آزردگی , غم , دلگیری , دل گرفتگی , الم noun ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ Ex. ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା/ ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଶୋକ ଅବସାଦWordnet:asmশোক benশোক gujશોક hinशोक kanದುಃಖ kasغم kokदुख्ख malദുഃഖം marशोक nepअपसोस panਦੁੱਖ sanशोकः tamவருத்தம் urdغم , دکھ , افسوس , رنج , صدمہ , ملال , , الم See : କଷ୍ଟ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP