ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ
Ex. ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ
ONTOLOGY:
समूह (Group) ➜ संज्ञा (Noun)
Wordnet:
hinनवरत्न
kanನವರತ್ನ
kasنَورَتَن
malനവരത്നം
marनवरत्ने
mniꯃꯔꯨ꯭ꯑꯣꯏꯕ꯭ꯃꯤꯁꯛ꯭ꯃꯥꯄꯜ
panਨੌ ਰਤਨ
sanनवरत्नानि
tamநவரத்னம்
telనవరత్నాలు
urdنورتن
ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ
Ex. ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି
MERO MEMBER COLLECTION:
ହୀରା ମୁକ୍ତା ପ୍ରବାଳ ବୈଦୂର୍ଯ୍ୟ ମଣି ମାଣିକ ନୀଳମଣି ପୋଖରାଜ ଗୋମେଦ ମର୍କତ ମଣି
ONTOLOGY:
समूह (Group) ➜ संज्ञा (Noun)
Wordnet:
asmনৱৰত্ন
benনবরত্ন
gujનવરત્ન
kanನವರತ್ನ
kokणवरत्न
marनवरत्न
mniꯒꯔ꯭ꯍ꯭ꯃꯥꯄꯜ
panਨਵਰਤਨ
sanनवरत्नम्
tamநவரத்தினம்
telరత్నం
urdنوجواہرت , نو رتن
ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ
Ex. ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benনবরত্ন চাটনি
gujનવરત્ન ચટણી
hinनवरत्न चटनी
kanನವರತ್ನ ಚಟ್ನಿ
kasنَورَتَن ژٔیٹٕنٛۍ
kokनवरत्न चटणी
malനവരത്നചട്ടിണി
marनवरत्न चटणी
panਨਵਰਤਨ ਚਟਨੀ
sanनवरत्नतिक्तिका
tamநவரத்ன சட்னி
telనవధాన్యాల పచ్చడి
urdنورتن چٹنی