Dictionaries | References

ପାଇଜାମା

   
Script: Odia

ପାଇଜାମା

ori.wordnet.indo | Oriya  Oriya |   | 
 noun  ଗୋଡ଼ରେ ପିନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କମରରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଘୋଡ଼ାଇ ହୁଏ   Ex. ନେତାଜୀ ପାଇଜାମା ଏବଂ କୁର୍ତ୍ତା ପିନ୍ଧିଥିଲେ
HYPONYMY:
ସୂଥନ ଆଣ୍ଠୁଆଣି ପାଇଜାମା ତମ୍ବା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା   Ex. ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP