ବାୟୁ ବିକାର ସମ୍ବନ୍ଧୀୟ
Ex. ଶୀତ ଦିନରେ ବାୟୁ ରୋଗୀମାନଙ୍କୁ ବହୁତ ହଇରାଣ ହେବାକୁ ହୁଏ
ONTOLOGY:
संबंधसूचक (Relational) ➜ विशेषण (Adjective)
ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ
Ex. ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଭାରତୀୟ ଦର୍ଶନ ଅନୁସାରେ ଜୀବନୀଶକ୍ତି ବା ପ୍ରାଣର ଯେଉଁ ମୁଖ୍ୟ ଆଧାର ଶରୀର ଭିତରେ ରହିଥାଏ
Ex. ବାୟୁର ପ୍ରାଣ,ଅପାନ,ସମାନ,ଉଦାନ ଏବଂବ୍ୟାନ-ଏହି ପାଞ୍ଚଭେଦ ଗଣାଯାଏ
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)