Dictionaries | References

ଭରତ

   
Script: Odia

ଭରତ

ori.wordnet.indo | Oriya  Oriya |   | 
 noun  କୈକେୟୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ରାଜା ଦଶରଥଙ୍କ ପୁଅ   Ex. ଭରତ ରାମଙ୍କର ସାନ ଭାଇ ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମିତ ଦୁଷ୍ମନ୍ତଙ୍କ ପୁତ୍ର   Ex. ଭରତ ବାଲ୍ୟାବସ୍ଥାରେ ସିଂହଶାବକଙ୍କ ସହିତ ଖେଳୁଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
 noun  ରାମଙ୍କ ପୂର୍ବଜ ଏବଂ ଧୃବସନ୍ଧିଙ୍କ ପୁତ୍ର ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା   Ex. ସଗର ଭରତଙ୍କର ପୌତ୍ର ଥିଲେ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
   see : ଭରତ ମୁନି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP