ପାଦତଳେ ଦବି ବା ଦବାହୋଇ ନଷ୍ଟ ହେବା ବା କରିବାର କ୍ରିୟା
Ex. ଭଗବାନ ଶ୍ରୀକୃଷ୍ଣ କାଳୀୟନାଗ ମର୍ଦ୍ଦନ କରିଥିଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ହାତରେ କିଛି ବସ୍ତୁକୁ ଦଳିବା କ୍ରିୟା
Ex. ପହିଲିମାନ ନିଜ ଶରୀରର ମର୍ଦ୍ଦନ ପରେ ହିଁ ଆଖଡାରେ ଓହ୍ଲାଏ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କୌଣସି ବସ୍ତୁଆଦିକୁ ନଷ୍ଟକରିବାର କ୍ରିୟା
Ex. ପରମେଶ୍ୱର ଶତ୍ରୁମାନଙ୍କୁ ମର୍ଦ୍ଦନ କରିବାପାଇଁ ଜନ୍ମ ନେଇଥାନ୍ତି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଭଲ ଭାବରେ ମକଚିବା, ପେଶିବା, ବା ରଗଡିବା ଆଦି କ୍ରିୟା ବା ଭାବ
Ex. ଶରୀର ମର୍ଦ୍ଦନ ପଶ୍ଚାତ ସେ ଗାଧୋଇବାକୁ ଚାଲିଗଲା