Dictionaries | References

ଯମ

   
Script: Odia

ଯମ

ori.wordnet.indo | Oriya  Oriya |   | 
 noun  ଆକାଶମଣ୍ଡଳୀୟ ଏକ ପିଣ୍ଡ ଯେ ବରୁଣଙ୍କ ତୁଳନାରେ ସୂର୍ଯ୍ୟଙ୍କଠାରୁ ବହୁତ ଦୂରରେ ଅଛି   Ex. ବୈଜ୍ଞାନିକମାନେ ଯମକୁ ଗ୍ରହ ବୋଲି ନମାନି ତାକୁ ସୌରଜଗତରୁ ବାହାର କରିଦେଇଛନ୍ତି
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ଚିତ୍ତକୁ ଧର୍ମରେ ସ୍ଥିର କରୁଥିବା କର୍ମର ସାଧନ   Ex. ଯମ ବିନା ଧ୍ୟାନ ଲଗାଇବା ସମ୍ଭବ ନୁହେଁ
HOLO MEMBER COLLECTION:
ସପ୍ତ ସଦଗୁଣ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଜଣେ ଦିକ୍ପାଳ   Ex. ଦକ୍ଷିଣ ଦିଗର ଦିକ୍ପାଳ ହେଉଛନ୍ତି ଯମ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP