ରାଜକୀୟ ବ୍ୟବସ୍ଥାଦ୍ୱାରା କେତେକ ନିର୍ଦ୍ଦିଷ୍ଟ ସମୟ ଏବଂ ନିର୍ଦ୍ଦିଷ୍ଟ ପରିମାଣରେ ଦିଆ ଯାଉଥିବା ଖାଇବାପିଇବା ବା ଅନ୍ୟ ସବୁ ଆବଶ୍ୟକ ବସ୍ତୁଗୁଡ଼ିକ
Ex. ମନୋହର ରାସନ କିଣିବାପାଇଁ ସରକାରୀ ଦୋକାନକୁ ଯାଇଛି
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benরেশন
gujરેશન
malറേഷൻ
marरेशन
tamநியாயவிலைக்கடை
urdراشن , راتب , رسد
ରାସନ ବା ରାସନ ସମ୍ବନ୍ଧୀୟ
Ex. ସେ ରାସନ ଦୋକାନରୁ ପାଞ୍ଚ କିଲୋ ଚାଉଳ କିଣିଲେ
ONTOLOGY:
संबंधसूचक (Relational) ➜ विशेषण (Adjective)
Wordnet:
bdरेसनारि
benরেশনের
gujકરિયાણાની
hinराशनी
kanನ್ಯಾಯಬೆಲೆ ಅಂಗಡಿ
kasراشنُک , راشنٕکِس
malറേഷനുള്ള
nepरासने
panਰਾਸ਼ਨੀ
tamரேசன்
telరాశనీ
urdراشنی