ବିଭିନ୍ନ ସଂଖ୍ୟାର ଟିକେଟ ବିକ୍ରୀକରି ସରକାର,ଧାର୍ମିକ ସଂଗଠନ ଆଦିପାଇଁ ଟଙ୍କା ଏକତ୍ରିତ କରିବାର ଏକ କୌଶଳ ଯେଉଁଥିରେ ବଛାଯାଇଥିବା କୌଣସି ସଂଖ୍ୟାର ଧାରକ ପୁରସ୍କାରରାଶି ଜିତେ
Ex. ମୁଁ ଏକ ସାପ୍ତାହିକ ରାଜ୍ୟ ଲଟେରୀ ଟିକେଟ କିଣିଛି
ONTOLOGY:
प्रक्रिया (Process) ➜ संज्ञा (Noun)
Wordnet:
benলটারি
gujલૉટરી
hinलॉटरी
kokलॉटरी
marलॉटरी
panਲਾਟਰੀ
ସଂଯୋଗବଶତଃ ଘଟିଥିବା କିଛି ଘଟଣା
Ex. ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବିପକ୍ଷ ଦଳପାଇଁ ଲଟେରୀସମାନ ଥିଲା
ONTOLOGY:
वस्तु (Object) ➜ निर्जीव (Inanimate) ➜ संज्ञा (Noun)