ଅବତାରମାନଙ୍କର ବା ଦେବତାମାନଙ୍କର ଚରିତ୍ରର ଅଭିନୟ
Ex. ରାମନବମୀ ଅବସରରେ ଗାଁରେ ରାମଲୀଳାର ଆୟୋଜନ କରାଯାଇଥିଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କେବଳ ମନୋରଞ୍ଜନ ନିମନ୍ତେ କରାଯାଉଥିବା କାମ
Ex. ମାଆ ଯଶୋଦା ବାଳ କୃଷ୍ଣଙ୍କ ଲୀଳା ଦେଖି ବହୁତ ପ୍ରସନ୍ନ ହେଉଥିଲେ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଏକ ମାତ୍ରା ଛନ୍ଦ
Ex. ଲୀଳାର ପ୍ରତ୍ୟେକ ପାଦରେ ବାରଟି ମାତ୍ରା ଥାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଗୋଟିଏ ବର୍ଣ୍ଣବୃତ୍ତ
Ex. ଲୀଳାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ନଗଣ ଏବଂ ଗୋଟିଏ ଗୁରୁ ହୋଇଥାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଏକ ମାତ୍ରା ଛନ୍ଦ ଯେଉଁଥିରେ ଚବିଶ ମାତ୍ରା ଥାଏ
Ex. ଲୀଳାରେ ସାତଟି,ସାତଟି,ସାତଟି ଏବଂ ତିନିଟିର ବିରାମକୁ ନେଇ ଚବିଶଟି ମାତ୍ରା ହୋଇଥାଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)