ଗୋଟିଏ ପ୍ରକାରର କୋମଳ,ଆକର୍ଷକ ଫିତା ଯାହାକି ସମାନ ଆକୃତିର ତିଆରି ହୋଇଥାଏ ଏବଂ କପଡ଼ାରେ ଶୋଭା ପାଇଁ ଲଗାଇଦିଆଯାଏ
Ex. ଏହି ଫ୍ରକରେ ଲଗାଯାଇଥିବା ଲେସ୍ ବହୁତ ସୁନ୍ଦର
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benলেস
gujલેસ
hinलेस
malലേസ്
marलेस
tamலேஸ்