Dictionaries | References

ଷୋହଳ ଶୃଙ୍ଗାର

   
Script: Odia

ଷୋହଳ ଶୃଙ୍ଗାର

ori.wordnet.indo | Oriya  Oriya |   | 
 noun  ବିବାହିତ ସ୍ତ୍ରୀର ସଂପୂର୍ଣ୍ଣ ଷୋହଳଟି ଶୃଙ୍ଗାର, ଯଥା ସୌନ୍ଦର୍ଯ୍ୟବର୍ଦ୍ଧକ ଲେପ ଲଗାଇବା, ସ୍ନାନ କରିବା, ସ୍ୱଚ୍ଛବସ୍ତ୍ର ଧାରଣ କରିବା, କେଶବିନ୍ୟାସ କରିବା, ଆଖିରେ ଅଞ୍ଜନ ଲଗାଇବା, ସୀମନ୍ତରେ ସିନ୍ଦୂର ଲଗାଇବା, ଅଳତା ଲଗାଇବା, ମଥାରେ ତିଳକ ଲଗାଇବା, ଚିବୁକରେ ତିଳଚିହ୍ନ ଆଙ୍କିବା, ମେହେନ୍ଦୀ ଲଗାଇବା, ଅତର ଆଦି ସୁଗନ୍ଧିତ ଦ୍ରବ୍ୟ ଲଗାଇବା, ଅଳଙ୍କାର ପିନ୍ଧିବା, ଫୁଲମାଳ ଧାରଣ କରିବା, ମିସି ଲଗାଇବା, ପାନ ଖାଇବା ଏବଂ ଓଠ ରଙ୍ଗାଇବା   Ex. ନୃତ୍ୟାଙ୍ଗନା ଷୋହଳ ଶୃଙ୍ଗାରରେ ସଜ୍ଜେଇ ହୋଇଥିଲା
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benসুশোভিতকরণ
gujસોળ શૃંગાર
hinसोलह सिंगार
kokसोळा शृगार
marसोळा शृंगार
panਸੋਲਾਂ ਸ਼ਿੰਗਾਰ
sanषोडशशृङ्गारः
urdسولہ سنگار

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP