Dictionaries | References

ସଂଯୋଜକ

   
Script: Odia

ସଂଯୋଜକ

ori.wordnet.indo | Oriya  Oriya |   | 
 noun  ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି   Ex. କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଯେ ଯୋଡ଼େ ବା ମିଶାଇଥାଏ   Ex. ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
ONTOLOGY:
संज्ञा (Noun)
Wordnet:
mniꯁꯟꯇꯥꯏꯅꯍꯟꯕ꯭ꯃꯤ
urdربط ساز , جوڑنےوالا , ملانےوالا , كواوڈينيٹر
 noun  ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ   Ex. ତଥା ଏବଂ ଆଦି ସଂଯୋଜକ ପଦ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ସଂଯୋଜକ ଶବ୍ଦ
 adjective  ଦୁଇଟି ଜିନିଷକୁ ସଂଯୋଗ କରୁଥିବା   Ex. କିଛି ସମାସଯୁକ୍ତ ଶବ୍ଦଗୁଡ଼ିକ ମଧ୍ୟରେ ସଂଯୋଜକ ଚିହ୍ନ ରହିଛି
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  ଦୁଇଟି ପୃଷ୍ଠକୁ ଏକାଠି ଲଗାଉଥିବା ବା ଯୋଡ଼ୁଥିବା ପଦାର୍ଥ   Ex. ଅଠା ଗୋଟିଏ ଭଲ ସଂଯୋଜକ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP