ହିନ୍ଦୁଶାସ୍ତ୍ରାନୁସାରେ ମୃତ୍ୟୁପରେ ପ୍ରାଣୀର ଆତ୍ମାକୁ ଆବୃତ୍ତ ରଖୁଥିବା ଶରୀର ଯାହା ପାଞ୍ଚ ପ୍ରାଣ, ପାଞ୍ଚ ଜନେନ୍ଦ୍ରୀୟ, ପାଞ୍ଚସୂକ୍ଷ୍ମଭୂତ, ମନ, ବୁଦ୍ଧି ଏବଂ ଅହଂକାରରେ ଯୁକ୍ତ ହୋଇଥାଏ କିନ୍ତୁ ସ୍ଥୂଳ ଅନ୍ନମୟ କୋଷରୁ ବଞ୍ଚିତ ହୋଇଥାଏ
Ex. ଯେ ପର୍ଯ୍ୟନ୍ତ ଆତ୍ମାର ପୁନର୍ଜନ୍ମ ଏବଂ ତାର ମୋକ୍ଷପ୍ରାପ୍ତି ହୁଏନାହିଁ ସେ ପର୍ଯ୍ୟନ୍ତ ସୂକ୍ଷ୍ମ ଶରୀର ରହିଥାଏ
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benসুক্ষ্ম শরীর
gujસૂક્ષ્મશરીર
hinसूक्ष्म शरीर
sanसूक्ष्मशरीरम्
urdاجسام لاغر