-
noun କ୍ରାନ୍ତିବୃତ୍ତ ଭିତରେ ଆସୁଥିବା ତାରକାପୁଞ୍ଜର ପ୍ରତ୍ୟେକଟି ହେଲେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ
Ex. ମୋର କନ୍ୟା ରାଶି
-
noun ଯେଉଁ ଛୋଟ ଗଛର ମଞ୍ଜିରୁ ତେଲ ବାହାରେ
Ex. ସେ ସବୁଦିନେ ଗାଧୋଇସାରି ରାଶି ତେଲ ଲଗାଏ
-
noun ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର
Ex. ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା
-
noun ଏକ ଗଛ ଯାହାର ଦାନାରୁ ତେଲ ବାହାର କରାଯାଏ
Ex. ପୂଜା, ଯଜ୍ଞଆଦିରେ ରାଶି ତେଲ ବ୍ୟବହାର କରାଯାଏ
Site Search
Input language: