କୌଣସିର ବସ୍ତୁର ରୂପ ତଥା ଗୁଣର କ୍ରମଶଃ ଅବତରଣ ପ୍ରଦର୍ଶିତ କରୁଥିବା ଗୋଟିଏ କାବ୍ୟାଳଂକାର
Ex. ଏହି ପଂକ୍ତି ସବୁ ଅବରୋହର ଏକ ଉତ୍ତମ ଉଦାହରଣ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅবরোহ
kokअवरोह
sanअवरोहः
ଅବରୋହ ସ୍ବର
Ex. ସଂଗୀତଜ୍ଞ ଶିଷ୍ୟକୁ ଅବରୋହ ବୁଝାଉ ଥିଲେ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅবরোহী
gujઅવરોહી
hinअवरोही
kokअवरोही
ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
Ex. ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅবসর্পিণী
gujઅવસર્પિણી
hinअवसर्पिणी
sanअवसर्पिणी