Dictionaries | References

ଅବରୋହ

   
Script: Odia

ଅବରୋହ

ori.wordnet.indo | Oriya  Oriya |   | 
 noun  କୌଣସିର ବସ୍ତୁର ରୂପ ତଥା ଗୁଣର କ୍ରମଶଃ ଅବତରଣ ପ୍ରଦର୍ଶିତ କରୁଥିବା ଗୋଟିଏ କାବ୍ୟାଳଂକାର   Ex. ଏହି ପଂକ୍ତି ସବୁ ଅବରୋହର ଏକ ଉତ୍ତମ ଉଦାହରଣ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benঅবরোহ
kokअवरोह
sanअवरोहः
 noun  ଅବରୋହ ସ୍ବର   Ex. ସଂଗୀତଜ୍ଞ ଶିଷ୍ୟକୁ ଅବରୋହ ବୁଝାଉ ଥିଲେ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benঅবরোহী
gujઅવરોહી
hinअवरोही
kokअवरोही
 noun  ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ   Ex. ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଅବସର୍ପୀଣୀ ଅବତରଣ
Wordnet:
benঅবসর্পিণী
gujઅવસર્પિણી
hinअवसर्पिणी
sanअवसर्पिणी

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP