Dictionaries | References

ଅବହେଳା

   
Script: Odia

ଅବହେଳା

ori.wordnet.indo | Oriya  Oriya |   | 
 noun  ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣକରିବା କ୍ରିୟା   Ex. ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଦାୟିତ୍ୱ ନ ତୁଲାଇବାର ପ୍ରକ୍ରିୟା   Ex. ବୃଦ୍ଧ ପିତା ପ୍ରତି ପୁଅର ଅବହେଳା ଦେଖିଲେ ବଡ଼ ଦୁଃଖ ଲାଗେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ଅବଜ୍ଞା, ଉପେକ୍ଷା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP