ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
Ex. ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
HYPONYMY:
ସିଲିଣ୍ଡର ବଡ଼ ନିହାଣ ଟାଙ୍କି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmটেংকি
bdटेंकि
hinटंकी
kanಪೀಪಾಲಿ
kasٹینٛکی
malടാങ്ക്
nepटङ्की
panਟੈਂਕੀ
tamடேங்க்
telట్యాంకరు
urdٹنکی
ଯେତିକି ପରିମାଣର ଜିନିଷ ଏକ ଟାଙ୍କିରେ ଧରେ
Ex. ବଗିଚାରେ ପାଣି ଦେବାପାଇଁ ଗୋଟିଏ ଟାଙ୍କି ପାଣି ଯଥେଷ୍ଟ
ONTOLOGY:
माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
Ex. ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benট্যাঙ্কি
gujટેંક
kanಟ್ಯಾಂಕ್
kasٹٮ۪نکی
sanयानकूपः