ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
Ex. ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା / ଖରାଦିନେ ଦିନ ବଢ଼ିଯାଏ
HOLO COMPONENT OBJECT:
ସପ୍ତାହ ଦିନ
HOLO MEMBER COLLECTION:
ଆଠଦିନ
HYPONYMY:
ଗଲାକାଲି ଆସନ୍ତାକାଲି ପଅରଦିନ ଛୁଟି ଆଜି ତାରିଖ ତିଥି ଖ୍ରୀଷ୍ଟମାସ ବଦଳିଆ ବାସିଔରା ବଜାରବନ୍ଦ ଦିନ ଅଶରା
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmদিন
benদিন
gujદિવસ
hinदिन
kanದಿನ
kokदीस
malദിവസം
marदिवस
mniꯅꯨꯃꯤꯠ
nepदिन
panਦਿਨ
sanदिवसः
tamபகல்
telపగలు
urdدن , روز
ସପ୍ତାହର କୌଣସି ଦିନ
Ex. ସୋମବାର ସପ୍ତାହର ପ୍ରଥମ ଦିନ
HYPONYMY:
ପୁଣ୍ୟତିଥି ସୋମବାର ବୁଧବାର ଗୁରୁବାର ଶୁକ୍ରବାର ଶନିବାର ରବିବାର ମଙ୍ଗଳବାର ଚୈତ୍ରପୂର୍ଣ୍ଣିମା ଅନଧ୍ୟାୟ ଶୁଭଦିନ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmদিন
bdसान
benদিন
hinदिन
kasدۄہ
malദിവസം
nepदिन
sanदिनम्
tamதினம்
telదినము
urdدن , روز , یوم
ବହୁତ ଅଧିକ ସମୟ
Ex. ଅପେକ୍ଷାରେ ତାଙ୍କର ଦିନ ସରିଗଲା
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdसम
benযুগ
gujજમાનો
hinजमाना
kasزمانہٕ
kokकाळ
mniꯀꯨꯝ
nepजमाना
panਜਮਾਨਾ
tamகாலம்
telకాలం
urdزمانہ , مدت , عرصہ
ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
Ex. ଗୋଟିଏ ଦିନରେ ଆଠ ପ୍ରହର ଥାଏ
HYPONYMY:
ଅକ୍ଷୟ ତୃତୀୟା ସ୍ୱାଧୀନତା ଦିବସ ଗଣତନ୍ତ୍ର ଦିବସ ଦିନ ଅଧିଦିବସ ଅପରଦିନ ନବରାତ୍ରି ବାର୍ଷିକ ଜନ୍ମଦିନ ଅପରିଦିନ ଅଧିଦିନ ନୌରୋଜ ଜନ୍ମ ଦିନ ବାହାଘର ଦିନ ଦଶାହ ଇଖରାଜ ହୋଲି
MERO COMPONENT OBJECT:
ଦିନ ରାତି
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benদিন
kanದಿನ
kasدۄہ
kokदीस
mniꯅꯣꯡꯃ
panਦਿਨ
sanवासरः
telరోజు
urdروز , یوم , دن
ନିଶ୍ଚିତ ବା ଉଚିତ ସମୟ
Ex. ଆଜି ମୋ ପୁଅର ଜନ୍ମଦିନ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଯେଉଁ ସମୟସୀମା ମଧ୍ୟରେ କିଛି ବିଶେଷ ଘଟଣା ଘଟିଥାଏ
Ex. କଲେଜ ଦିନଗୁଡ଼ିକରେ ଆମେ ବହୁତ ମଜା କରୁଥିଲୁ
HYPONYMY:
ରଜୋନିବୃତ୍ତି ଋତୁ ଉତ୍ସବ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kasدۄہ , وَقھ
panਦਿਨ
telరోజు
urdروز , وقت , یوم , دن
ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
Ex. ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
gujદિવસ
sanदिनम्
telరోజు
urdیوم , روز , دن , وقت
ଭଲ ସମୟ
Ex. ଅପେକ୍ଷା କର, ତୁମ ଦିନ ବି ଆସିବ
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmসুদিন
kasدۄہ
malനല്ല സമയം
nepदिन
sanसुदिनम्
urdساعت , وقت , روز , دن
କୌଣସି ଗ୍ରହକୁ ନିଜ ଅକ୍ଷରେ ଥରେ ବୁଲିବାପାଇଁ ଲାଗୁଥିବା ସମୟ
Ex. ବୃହସ୍ପତିର ଦିନ ପୃଥିବୀର ଦିନଠାରୁ ବଡ଼
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)