କାଗଜକୁ ଭାଙ୍ଗି ବା ମୋଡ଼ି ତିଆରି କରାଯାଇଥିବା ଏକ ପାତ୍ରଭଳି ବସ୍ତୁ ଯେଉଁଥିରେ କିଛି ବସ୍ତୁ ରଖାଯାଏ
Ex. ଏହି ପୁଡ଼ିଆରେ ଲାଲ୍ ରଙ୍ଗ ଅଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benপুড়িয়া
gujપડીકું
hinपुड़िया
kanಪೊಟ್ಟಣ
kokपुडी
marपुडी
tamசிறு பொட்டலம்
urdپڑیا , پوٹلی
ଟିକିଟିକି କରି କଟାଯାଇଥିବା ଗୁଆ, ଅଳେଇଚ, ଭଜା ଧନିଆ, ଅତିଛୋଟ ନଡ଼ିଆ ଖଣ୍ଡ, ତରଭୁଜ ତଥା ବାଦାମର ମଞ୍ଜିକୁ ମିଶେଇ ପ୍ରସ୍ତୁତ କରାଯାଇଥିବା ଏକ ମସଲା
Ex. କିଛି ଲୋକ ପାନ ପରିବର୍ତ୍ତେ ପୁଡ଼ିଆ ଖାଆନ୍ତି
ONTOLOGY:
समूह (Group) ➜ संज्ञा (Noun)
Wordnet:
benগোটা
gujમીઠો મસાલો
telతమలబీడాలో వేయు మసాలా
urdگوٹا