ଗଛର ଯେଉଁ ଅଙ୍ଗ ଗୋଲ ବା ଲମ୍ବା ପାଖୁଡ଼ାରେ ତିଆରି ହୋଇଥାଏ ଏବଂ ଯେଉଁଥିରେ ଫଳ ଉତ୍ପନ୍ନ କରିବାର ଶକ୍ତି ଥାଏ
Ex. ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫୁଟିଛି
HOLO MEMBER COLLECTION:
ପୁଷ୍ପମାଳା ପୁଷ୍ପଗୁଚ୍ଛ ପୁଷ୍ପାଞ୍ଜଳି
HYPONYMY:
କାଞ୍ଚନ ଫୁଲ ପଦ୍ମ ମହୁଲ କଢ଼ି ଯୂଇ ଗୋଲାପ ପଳାଶ ଚମ୍ପା କଷି ଗଙ୍ଗଶିଉଳି ବଉଳ ଗୁଲମେଁହଦୀ ଗେଣ୍ଡୁଫୁଲ ମାଳତୀ ନରଗିସ ଫୁଲ ମୋଗରାଫୁଲ ଅମ୍ଳାନଫୁଲ ରଙ୍ଗଣୀ ବୈଜୟନ୍ତୀ ସୁଦର୍ଶନ ସୂର୍ଯ୍ୟମୁଖୀ ରଜନୀଗନ୍ଧା ମନ୍ଦାର ବୈଗନବିଲିୟା କେତକୀ ନେବାରୀ ଫୁଲ କବାବଚିନି ତ୍ରିସନ୍ଧି ଫୁଲ ଗୁଲଖୈରୂ ଗୁଲଚିନି ଡାଳିମ୍ବ ଫୁଲ ଗୁଲଚାନ୍ଦିନୀ ଗୁଲ-ବକାବଳୀ ଗୁଲଦୁପହରିୟା ନୀଳକ୍ରାନ୍ତା କାକତୁଣ୍ଡୀଫୁଲ ବକୁଳ ନକଟେସର ଫୁଲ ଅପରାଜିତା ଫୁଲ ଲିଲି ତୁଲିପ ଫୁଲ ନାଗକେସର ଟଗରଫୁଲ ଗୁଲାବାଁସ ଫୁଲ ପାଢ଼ା ଉଗ୍ରଗନ୍ଧା ଫୁଲ ତନୈଳା ଫୁଲ ଗୁଲଅବ୍ବାସ ଗୁଲ ଅଜାୟବଫୁଲ ଗୁଲଅଶର୍ଫି ଅସବର୍ଗ ଫୁଲ ମାଧବିକା ଫୁଲ ଧାୱରା ଫୁଲ ମକରନ୍ଦ ଫୁଲ କନିଅର ଫୁଲ ଗୁଲମୋହର ଫୁଲ ପିଙ୍କ ଫୁଲ ଅଗସ୍ତି ଫୁଲ ବଣୁଆଫୁଲ କଦମ୍ବଫୁଲ ଅଶରଫି କନିଆରୀ ଆକାଶକୁସୁମ କରୁଣୀ ଇଶ୍କପେଞ୍ଚା ମୁଚୁକୁନ୍ଦ ଫୁଲ ଅର୍କିଡ୍ ଲାଲ୍ କଟସୈରୟା
MERO COMPONENT OBJECT:
କେଶର ପାଖୁଡ଼ା କଢ଼ି
ONTOLOGY:
प्राकृतिक वस्तु (Natural Object) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
SYNONYM:
ପୁଷ୍ପ କୁସୁମ ପ୍ରସୂନ ସୁମନ
Wordnet:
asmফুল
bdबिबार
benফুল
gujફૂલ
hinफूल
kanಹೂ
kasپوش پھۄلُن
kokफूल
malപൂവ്
marफूल
mniꯂꯩ
panਫੁੱਲ
sanपुष्पम्
tamபூ
telపూలు
urdپھول , گل
ନାକ ବା କାନରେ ପିନ୍ଧୁଥିବା ଏକ ଗହଣା
Ex. ଭାଉଜଙ୍କ ନାକ ଫୁଲ ବହୁତ ସୁନ୍ଦର ଲାଗୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
kanನತ್ತು
kasتیٖلی
panਫੁੱਲੀ
sanपुष्पम्
tamமூக்குத்தி
urdپھولی , پھروری , پھول
ଜଳିକରି ଉପରକୁ ଉଠିଥିବା ଦୀପ ବଳିତାର ଅଂଶ
Ex. ରେଶ୍ମା ସଳିତାରୁ ଫୁଲ ଝାଡ଼ି ପୁଣି ଦୀପ ତେଜିଲା
ONTOLOGY:
भाग (Part of) ➜ संज्ञा (Noun)
Wordnet:
benসলতে
kanದೀಪದ ಕುಡಿ
malതിരിയുടെ അറ്റം
tamஎரிந்த வத்தி
telదీపపువత్తికొడి
urdگل
କବାଟ, ହାତବାଡି ଆଦିରେ ସୁନ୍ଦରତାପାଇଁ ବସିଥିବା ପିତଳ ଆଦିର ଗୋଲାକାର ବସ୍ତୁ
Ex. ଏହି ପ୍ରଚୀନ କବାଟରେ ଲାଗିଥିବା ଫୁଲ ଆକର୍ଷଣୀୟ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)