Dictionaries | References

ସ୍ୱାର୍ଥ

   
Script: Odia

ସ୍ୱାର୍ଥ

ori.wordnet.indo | Oriya  Oriya |   | 
 adjective  ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ   Ex. ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
MODIFIES NOUN:
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 noun  ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା   Ex. ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି / ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସ୍ୱାର୍ଥକୁ ନେଇ ସମ୍ପର୍କ   Ex. ସାରା ସଂସାର ସ୍ୱାର୍ଥରେ ଗଢା
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
   see : ନିଜପାଇଁ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP