Dictionaries | References

ଅନୁମୋଦନ

   
Script: Odia

ଅନୁମୋଦନ

ori.wordnet.indo | Oriya  Oriya |   | 
 noun  କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍‌ ବୋଲି ନିଜର ସ୍ୱୀକୃତି ଦେବା   Ex. ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
HYPONYMY:
ଜନାଦେଶ ପକ୍ଷ ଆତ୍ମସମର୍ଥନ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ସମର୍ଥନ
Wordnet:
asmঅনুমোদন
bdसमर्थन
benসমর্থন
gujસમર્થન
hinसमर्थन
kasحمایت
kokसमर्थन
malപിന്തുണ
marअनुमोदन
mniꯁꯧꯒꯠꯄ
nepअनुमोदन
panਰਜ਼ਾਮੰਦੀ
sanअनुमोदनम्
tamஆமோதித்தல்
telసమర్ధించడం
urdحمایت , تائید , منظوری , توثیق
 noun  କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ   Ex. ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ
ONTOLOGY:
संप्रेषण (Communication)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmপ্রশংসা
bdगोजोननाय
benবাহবা
gujશાબાશી
hinवाहवाही
kanಉದ್ಗಾರ
kasشابٲشی
kokवाखाणणी
malസ്തുതിഘോഷം
mniꯍꯔꯥꯎꯕ
nepवाहवाह
panਟਿਪਣੀ
sanप्रशंसा
tamபாராட்டு
telప్రశంస
urdواہ واہى , شاباشى , آفرینى
 noun  ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା   Ex. ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଅଭିପୋଷଣ
Wordnet:
benবলবত্করণ
hinअभिपोषण
kasتصدیٖق

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP