ସାହିତ୍ୟ ଏବଂ ତର୍କ ଶାସ୍ତ୍ରରେ, କଥନ, ବାଖ୍ୟା ଆଦିର ଏଭଳି ରୂପ ବା ସ୍ଥିତି ଯେଉଁଥିରେ କୁହାଯାଉଥିବା କଥା, ନିର୍ଦ୍ଦେଶ କରାଯାଉଥିବା ଲକ୍ଷଣ ବା ଦିଆ ହେଉଥିବା ବିବରଣ ସମ୍ପୂର୍ଣ୍ଣ ଅଭିପ୍ରେତ ତତ୍ତ୍ୱ ବା ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ବା ସବୁ ଜାଗାରେ ସମାନ ରୂପରେ ଘଟି ନଥାଏ
Ex. ଅବ୍ୟାପ୍ତିକୁ ଦୋଷଭାବରେ ଗ୍ରହଣ କରାଯାଏ
ONTOLOGY:
अवस्था (State) ➜ संज्ञा (Noun)