ମନୁଙ୍କ ଦ୍ୱାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ
Ex. ବିଷ୍ଣୁ ପୁରାଣରେ ଆଗ୍ନିଧ୍ରଙ୍କ ଉଲ୍ଲେଖ ରହିଛି
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯଜ୍ଞରେ ଅଗ୍ନି ପ୍ରଜ୍ଜଳିତ କରିବା କାମ
Ex. ଆଗ୍ନିଧ୍ର ନିମନ୍ତେ ମନ୍ତ୍ରୋଚାରଣ ହେଉଛି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ସ୍ୱାୟଂଭୁବମନୁଙ୍କ ପୁତ୍ର ପ୍ରିୟବ୍ରତଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣେ
Ex. ଭାଗବତ ପୁରାଣ ଅନୁସାରେ ଆଗ୍ନିଧ୍ର ଜମ୍ବୁଦ୍ୱୀପର ରାଜା ଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)