Dictionaries | References

ଆଞ୍ଜୁଳା

   
Script: Odia

ଆଞ୍ଜୁଳା

ori.wordnet.indo | Oriya  Oriya |   | 
 noun  ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ   Ex. ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
ONTOLOGY:
()माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
 noun  କିଛି ନେବା ଅଥବା ପିଇବାପାଇଁ ପାପୁଲିର ଆଞ୍ଜୁଳି   Ex. ସେ ଆଞ୍ଜୁଳାରେ ପାଣି ପିଉଛି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  ଗୋଟିଏ ଆଞ୍ଜୁଳାରେ ଅଣା ଯାଉଥିବା ମାତ୍ରା   Ex. ସେ ଭିକାରୀ ଥଳିରେ ଏକ ଆଞ୍ଜୁଳା ଚାଉଳ ଦେଇଦେଲେ
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP