Dictionaries | References

ଆନନ୍ଦ

   
Script: Odia

ଆନନ୍ଦ

ori.wordnet.indo | Oriya  Oriya |   | 
 noun  ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ   Ex. ତାଙ୍କର ଜୀବନ ଆନନ୍ଦରେ ବିତୁଛି
HYPONYMY:
ଆନନ୍ଦ ଅତ୍ୟାନନ୍ଦ ବିଜୟଉଲ୍ଲାସ.ବିଜୟାନନ୍ଦ ପରମାନନ୍ଦ ବ୍ରହ୍ମାନନ୍ଦ ସ୍ୱର୍ଗୀୟ ଆନନ୍ଦ
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasخوشی , مَزٕٕ
mniꯅꯨꯡꯉꯥꯏꯕ
urdمزہ , لطف , خوشی , سرور , انبساط , چین , سکون
 noun  କୌଣସି ବିଷୟରେ ଥିବା ରୁଚି ବା ସେଥିରୁ ମିଳୁଥିବା ସୁଖ   Ex. ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଗୌତମ ବୁଦ୍ଧଙ୍କର ଜଣେ ଶିଷ୍ୟ   Ex. ଆନନ୍ଦ ଗୌତମ ବୁଦ୍ଧଙ୍କର ବହୁତ ପ୍ରିୟ ଥିଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
   see : କୁଶଳ, ମନୋହର, ଆନନ୍ଦ ଜିଲ୍ଲା, ଆନନ୍ଦ ସହର, ପ୍ରସନ୍ନତା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP