Dictionaries | References

ଆରମ୍ଭ

   
Script: Odia

ଆରମ୍ଭ

ori.wordnet.indo | Oriya  Oriya |   | 
 noun  କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା   Ex. ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ   Ex. ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ / ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
ONTOLOGY:
भाग (Part of)संज्ञा (Noun)
 noun  ଆରମ୍ଭ ହେବାର ଭାବ   Ex. ଉତ୍ତପ୍ତ ଗ୍ରୀଷ୍ମପରେ ବର୍ଷାର ଆରମ୍ଭ ମନକୁ ଶୀତଳତା ପ୍ରଦାନ କରେ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
   see : ପ୍ରାରମ୍ଭିକ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP