କୌଣସି ଜିନିଷକୁ ପାଟିରେ ପକାଇ ଏହାର ସ୍ବାଦ କେମିତି ଜାଣିବାର କ୍ରିୟା
Ex. ରୋଷେଇ ବେଳେ ପଲଉର ବାସନା ପାଇ ସେ ଆସ୍ବାଦନ ନିମନ୍ତେ ଲୋଭେଇ ଉଠିଲା
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ସ୍ବାଦ ଗ୍ରହଣ ରସାନୁଭବ ଚାଖିବା
Wordnet:
hinआस्वादन
kasمَزٕ وٕچُھن
urdچکھنا , ذائقہ لینا