କୌଣସି ଅପରାଧୀ ବ୍ୟକ୍ତି ବର୍ତ୍ତମାନସୁଦ୍ଧା କରିଥିବା ଅପରାଧ ଏବଂ ତାକୁ ମିଳିଥିବା ଦଣ୍ଡ ଆଦିର ବିବରଣୀ ଲେଖା ହୋଇଥିବା ପତ୍ର ବା ଲେଖ
Ex. ପୋଲିସ କୁଖ୍ୟାତ ଅପରାଧୀର ଇତିବୃତ୍ତକ ଦେଖୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujઇતિવૃત્ત
hinइतिवृत्तक
kokइतिवृत्तक
sanइतिवृत्तकम्
urdجرم نامہ
ଯେଉଁ ପତ୍ରରେ କୌଣସି ବ୍ୟକ୍ତି ବା ଜିନିଷ ସମ୍ବନ୍ଧରେ ମୂଳଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ସବୁ କଥା କାଳାନୁକ୍ରମରେ ଲେଖା ହୋଇଛି
Ex. ମହାତ୍ମାଙ୍କ ଇତିବୃତ୍ତକକୁ ଖବର କାଗଜରେ ଛପାଯିବ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)