noun ଶୂଦ୍ର ମାଆ ଏବଂ କ୍ଷତ୍ରିୟ ବାପାଙ୍କଠାରୁ ଉତ୍ପନ୍ନ ଗୋଟିଏ ପ୍ରାଚୀନ ସଙ୍କର ଜାତି
Ex.
କୁହାଯାଏ ଯେ ଉଗ୍ର ଜାତିର ଲୋକମାନଙ୍କ ସ୍ବଭାବ ବହୁତ ଉଗ୍ର ତଥା କ୍ରୂର ଥିଲା ONTOLOGY:
समूह (Group) ➜ संज्ञा (Noun)
noun ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବାଫାଲ୍ଗୁନୀ, ପୂର୍ବାଷାଢା,ପୂର୍ବାଭାଦ୍ରପଦ, ମଘା ତଥା ଭରଣୀ ଏହି ପାଞ୍ଚଟି ନକ୍ଷତ୍ର
Ex.
ଉଗ୍ର ନକ୍ଷତ୍ରମାନଙ୍କୁ ସ୍ବଭାବରୁହିଁ ପ୍ରବଳ ବୋଲି ବିଚାର କରାଯାଏ MERO MEMBER COLLECTION:
ଭରଣୀ ମଘା ପୂର୍ବା ଫାଲ୍ଗୁନୀ ବିଶାଖା ପୂର୍ବାଷାଢ଼ା
ONTOLOGY:
समूह (Group) ➜ संज्ञा (Noun)
noun ଜଣେ ଦାନବ
Ex.
ପୁରାଣମାନଙ୍କରେ ଉଗ୍ରଙ୍କ ବର୍ଣ୍ଣନା ମିଳେ ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
noun ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
Ex.
ମହାଭାରତରେ ଉଗ୍ରଙ୍କ ଉଲ୍ଲେଖ ମିଳେ ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
See : ତୀକ୍ଷ୍ଣ, ପ୍ରବଳ, ପ୍ରଚଣ୍ଡ