କୌଣସି କାର୍ଯ୍ୟ କରିବା
Ex. ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
କାର୍ଯ୍ୟ କରିବା କରିବା
Wordnet:
asmকাম কৰা
bdमाव
benকাজ করা
gujકામ કરવું
hinकाम करना
kanಮಾಡು
kasکَرُن , کٲم کَرٕنۍ
kokकाम करप
malപണി ചെയ്യുക
marकाम करणे
mniꯊꯕꯛ꯭ꯇꯧꯕ
nepकाम गर्नु
panਕੰਮ ਕਰਨਾ
sanकृ
tamவேலைசெய்
telపనిచేయు
urdکام کرنا
ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
Ex. ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
କାମ ଦେବା ଫଳପ୍ରଦ ହେବା ଫଳପ୍ରସୂ ହେବା
Wordnet:
hinकाम करना
kanಕೆಲಸ ಮಾಡು
kokप्रभाव करप
malപ്രവർത്തിക്കുക
marपरिणाम करणे
tamஇயங்கு
ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
Ex. କୋମଳ ଧାତୁ ଭଲରୂପେ କାମକରେ
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
SYNONYM:
କାମ ଦେବା ବ୍ୟବହୃତ ହେବା
ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
Ex. ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
asmকাম কৰা
bdमावथ
kasکٲم کَرٕنۍ
malജോലിചെയ്യുക
mniꯊꯕꯛ꯭ꯇꯧꯕ