Dictionaries | References କ କ୍ଷତି Script: Odia Meaning Related Words କ୍ଷତି ori.wordnet.indo | Oriya Oriya Rate this meaning Thank you! 👍 noun କୌଣସି ବେପାରଆଦିରେ ହେଉଥିବା କ୍ଷତି Ex. ଏହି ବେପାରରେ ମୋର ଖାଲି କ୍ଷତି ହେଲା HYPONYMY:ଅନର୍ଥ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ହାନି ଲୋକସାନ ଘାଟାWordnet:asmলোকচান bdखहा benক্ষতি gujખોટ hinहानि kanಹಾನಿ kasنۄقصان , گاٹہٕ kokतोटो malചേതം marतोटा mniꯑꯃꯥꯡꯕ nepहानि panਘਾਟਾ sanक्षयः tamநட்டம் telనష్టం urdنقصان , خسارا noun ଖରାପ ବା କଷ୍ଟକର ହୋଇଥିବା ପରିଣାମ Ex. ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ HYPONYMY:ଭିଜନ ଲସ୍ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ହାନିWordnet:gujહાનિ marअपाय sanअपायः noun କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି Ex. ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ ONTOLOGY:घटना (Event) ➜ निर्जीव (Inanimate) ➜ संज्ञा (Noun) SYNONYM:ଲୋକସାନି ହାନି କ୍ଷୟ ଅନିଷ୍ଟWordnet:kanನಷ್ಟ kasنۄقصان , ہرجانہٕ panਹਾਨੀ See : ଅପକାର, ଅନିଷ୍ଟ, ଆଘାତ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP