noun ସେନାର ଜଣେ ଅଧିକାରୀ
Ex.
କ୍ୟାପଟେନ୍ ପଦ ମେଜର ତଳେ ହୋଇଥାଏ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
hinकप्तान
kokकॅप्टन
panਕੰਪਤਾਨ
sanनायकः
urdکپتان , کیپٹن
noun କୌଣସି ଖେଳାଳି ଦଳର ପ୍ରଧାନ ଖେଳାଳି
Ex.
ଆମ କ୍ରିକେଟ ଟିମରେ ମହେଶହେଉଛି କ୍ୟାପଟେନ୍ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
kasکَپتان , کیپٹن
marकर्णधार
panਕਪਤਾਨ
sanनायकः
noun ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ
Ex.
ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benক্যাপ্টেন
gujકપ્તાન
kanಕ್ಯಾಪ್ಟಿನ್
kasکپتان
malക്യാപ്റ്റന്
marकप्तान
noun କୌଣସି ବ୍ୟବସାୟିକ ଜାହାଜକୁ ନିୟନ୍ତ୍ରଣ କରିବାପାଇଁ ଯେଉଁ ଅଧିକାରୀଙ୍କ ନିକଟରେ ଲାଇସେନ୍ସ ଅଛି
Ex.
ସମୁଦ୍ର ଦସ୍ୟୁମାନେ କ୍ୟାପଟେନ୍ ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଦୀ କରିନେଲେ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
କେପଟେନ୍ କପ୍ତାନ ସ୍କିପର
Wordnet:
gujકપ્તાન
hinकप्तान
kanಕ್ಯಾಪ್ಟಿನ್
kasکپتان , ماسٹر
panਕਪਤਾਨ
noun ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ
Ex.
କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
kanಪೈಲಟ್ಟು
kasکَپتان
marकप्तान
sanविमाननायकः