noun ସଫା କରାଯାଇ ନ ଥିବା ଚିନି
Ex.
ଗ୍ରାମୀଣ କ୍ଷେତ୍ରରେ ଆଖୁଶାଳରେ ଖଣ୍ଡ ତିଆରି କରାଯାଏ HOLO STUFF OBJECT:
ଖଣ୍ଡସାର
HYPONYMY:
ତମରାଜ ରଙ୍ଗଶାକର ଅସାଢ଼ା
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benখাঁড় চিনি
hinखाँड़
kanಕಾಕಂಬಿ
kasکَھنٛڈ , بُرٕ
kokखांडसरी
malശർക്കര
marखांड
panਕੱਚੀ ਸ਼ੱਕਰ
sanखण्डशर्करा
tamசர்க்கரை ஆலை
telపటికబెల్లం
urdکھانڈ , شکر سفید
noun ଫଳର କଟା କିମ୍ବା ଚିରା ହୋଇଥିବା ଅଂଶ
Ex.
ସେ ସେଓକୁ ଚାରିଖଣ୍ଡ କଲ HOLO MEMBER COLLECTION:
ଆମ୍ବୁଲ
HYPONYMY:
ରସୁଣକୋଲା ଖଣ୍ଡ ଆମଚୂର
ONTOLOGY:
भाग (Part of) ➜ संज्ञा (Noun)
Wordnet:
bdलेमनाय थुख्रा
gujચીરી
hinकतरा
kanತುಂಡು
kasٹُکرٕ , حصہٕ
malകഷ്ണം
marफोड
mniꯃꯁꯨꯡ
panਟੁਕੜਾ
telభాగం
urdٹکڑا , حصہ , پھانک
noun କିଛି ଖାଦ୍ୟ ପଦାର୍ଥର ପ୍ରତ୍ୟେକ ଛୋଟ ଖଣ୍ଡ
Ex.
ସେ ମିଶ୍ରି ଖଣ୍ଡେ ପାଟିରେ ପକେଇ ପାଣି ପିଇଲା ONTOLOGY:
भाग (Part of) ➜ संज्ञा (Noun)
Wordnet:
kanಮಿಶ್ರಮಾಡಿದ ಪದಾರ್ಥ
kasٹُکرٕ , حِصہٕ
malകഷണം
panਡਲੀ
telచిన్నముక్క
urdڈلی , ڈلا
noun କୌଣସି ବିଶେଷ ପ୍ରକାରର ଗଛଗୁଡ଼ିକର ଗୋଲ ଏବଂ ଟାଣ ଉପଯୋଗୀ ଅଂଶ ଯାହା ମାଟି ତଳେ ଫଳିଥାଏ
Ex.
ସେ ତରକାରୀରେ ପକାଇବାପାଇଁ ହଳଦୀ ଖଣ୍ଡ ଚୂନାକଲେ ONTOLOGY:
भाग (Part of) ➜ संज्ञा (Noun)
noun କେବଳ ରାବ ଗୁଡ଼ରେ ତିଆରି ବସ୍ତୁ
Ex.
ଶାକର, ନବାତଆଦି ଖଣ୍ଡ ପଦାର୍ଥ ONTOLOGY:
जातिवाचक संज्ञा (Common Noun) ➜ संज्ञा (Noun)
Wordnet:
benখণ্ডক
gujખાંડવ
kanಸಿಹಿ ತಿನಿಸು
kokसाकरयुक्त
malസുഗന്ധ ദ്രവ്യം
marसाखरेचे खाद्य
tamகற்கண்டு
telబెరడు
urdکھنڈک
noun ଚାରିକୋଣିଆ ବା ଗୋଲ କଟା ହୋଇଥିବା ଛୋଟ ଖଣ୍ଡ
Ex.
ମାନସୀ ଭାତ ସାଙ୍ଗରେ ଝୋଳ ସହିତ ଦୁଇ ଖଣ୍ଡ ଆଳୁ ପରଷିଲା ONTOLOGY:
भाग (Part of) ➜ संज्ञा (Noun)
Wordnet:
tamசிறு உருண்டை
telచిప్స్
noun କୌଣସି ବସ୍ତୁର ଦୃଢ଼ ଖଣ୍ଡ
Ex.
ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରି/ଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି ONTOLOGY:
भाग (Part of) ➜ संज्ञा (Noun)
Wordnet:
benখণ্ড
gujખંડ
hinखंड
mniꯃꯆꯦꯠ
telముక్కలు
urdچٹان , سل , ٹکڑا
See : ଖଣ୍ଡିତାଂଶ, ଅଂଶ, ଫାଳ