Dictionaries | References ଗ ଗାଞ୍ଜିଆ Script: Odia Meaning Related Words ଗାଞ୍ଜିଆ ori.wordnet.indo | Oriya Oriya Rate this meaning Thank you! 👍 noun ଟଙ୍କା ରଖିବାପାଇଁ କମରରେ ବନ୍ଧା ଯାଉଥିବା ଗୋଟିଏ ଲମ୍ବା ଥଳି Ex. ସେଠ୍ ରାମାନନ୍ଦ ଯେବେବି ବେପାର ସଂକ୍ରାନ୍ତରେ ବାହାରକୁ ଯାଆନ୍ତି, ଗାଞ୍ଜିଆରେ ପଇସା ନେଇ ଯାଆନ୍ତି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଖିସାWordnet:benবটুয়া hinहिमयानी kanಅಡಿಕೆ ಚೀಲ malപണസഞ്ചി marकसा panਥੈਲੀ sanटोपरः tamசுருக்குப்பை telచేతి సంచి urdکمربند تھیلا noun ଘାସ,ଭୁସି ଆଦି ବାନ୍ଧିବାପାଇଁ ସୂତା ଡୋରରେ ତିଆରି ଏକ ପ୍ରକାର ଜାଲ Ex. ରାମୁ ଗାଞ୍ଜିଆରେ ଭୁସି ଭର୍ତ୍ତି କରୁଛି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଜାଲWordnet:gujપાંસી hinपाँसी malവള്ളിക്കുട്ട panਪਾਸੀ telసంచి urdپانسی , پاسی noun ଟଙ୍କା, ପଇସା ଭର୍ତ୍ତିକରି ଅଣ୍ଟାରେ ବାନ୍ଧୁଥିବା ଲମ୍ବା ଥଳି Ex. ବେପାରୀ ଟଙ୍କା ଭର୍ତ୍ତି ଗାଞ୍ଜିଆକୁ ଅଣ୍ଟାରେ ବାନ୍ଧିଲା SYNONYM:କୋଥଳି ମୁଣାSee : ଟଙ୍କାଥଳି Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP