ପଛରେ ରହିଯିବା
Ex. ମୋତେ ଯେଉଁଠାରେ ଓହ୍ଲାଇବାର ଥିଲା ସେହି ଷ୍ଟେସନ ଚାଲିଗଲା
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ଭଡ଼ାରେ ଯିବା
Ex. ଆପଣ ଡେରିରେ ଆସିଲେ, ଏହି ଘର ଗତ ସପ୍ତାହରେ ଚାଲିଗଲା
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ବ୍ରତ ନିୟମ ଆଦି ଭଙ୍ଗ କରିବା
Ex. ମୋର ଗୋଟିଏ ସୋମବାର ଖାଲିଟାରେ ଚାଲିଗଲା
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
ପାଖରୁ ଯିବା ବା ହାତରେ ନରହିବା
Ex. ଖରାପ ଅଭ୍ୟାସ ଯୋଗୁଁ ତାର ଚାକିରି ଚାଲିଗଲା
ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
Wordnet:
malനഷ്ടമാവുക.കളഞ്ഞു പോവുക mniꯐꯪꯍꯧꯗꯕ
ନିବାସ,ସମ୍ବନ୍ଧ ବା କାର୍ଯ୍ୟ ସ୍ଥାନ ଆଦି ବଦଳାଇବା
Ex. ରମେଶ ଅନ୍ୟ ଟିମକୁ ଚାଲିଗଲା
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)