ଆଞ୍ଚ ଉପରେ ସେକି କରାହେଉଥିବା ଛୋଟ, ଚେପଟା ଏବଂ ମୋଟା ରୁଟି
Ex. କୃଷକ ଟିକଡା ରୁଟି ଓ ଚଟଣି ଖାଉଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujચપાટી
hinटिकड़ा
urdٹکڑا , ٹکّا
ଅଟାରେ ଜୁଆଣି, ଶୁଣ୍ଠି ଆଦି ମସଲା ମିଶାଇ ପ୍ରସୂତୀକୁ ଖୁଆଇବା ପାଇଁ ତିଆରି ହେଉଥିବା ଗୋଟିଏ ପ୍ରକାର ରୁଟି
Ex. ଟିକଡା ରୁଟି ଖାଇଲେ ରକ୍ତ ପରିଷ୍କାର ହୁଏ ତଥା ପେଟରେ ବାୟୁ ହୁଏ ନାହିଁ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)