କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା
Ex. ଦୋକାନୀ ଠୁଙ୍ଗାରେ ବୁଟ ଦେଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmঠোঙা
bdथङा
benচোঙ্গা
gujપડીકું
hinचोंगा
kanನಳಿಗೆ
kokपुडो
malകുമ്പിള്
marपुंगळी
mniꯁꯥꯔꯩ
nepपुङ्गा
sanसुषिपात्रम्
tamகுழாய்
telగరాటు
urdچونگا
କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
Ex. ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benঠোঙা
gujપડી
hinठोंगा
malപേപ്പര് കുമ്പിള്
panਲਿਫਾਫਾ
tamகோன்
telపొట్లం
urdٹھونگا
କାଗଜ ଆଦିରେ ତିଆରି କରାଯାଇଥିବା ବସ୍ତୁ ଯେଉଁଥିରେ କୌଣସି ବସ୍ତୁ ରଖାଯାଏ
Ex. ଦୋକାନୀ ଦୋକାନକୁ ସଜାଇବାପାଇଁ ନୂଆ ନୂଆ ବସ୍ତୁଗୁଡ଼ିକୁ ଠୁଙ୍ଗାରେ ଅଲଗା କରୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benপ্যাকিংবাক্স
hinखोंखा
kasکھوکھہٕ
kokकास
malകടലാസ്പെട്ടി
marखोका
mniꯆꯦꯒꯤ꯭ꯀꯥꯈꯟ
nepखोल
panਖੋਖਾ
tamகோங்கா
telకాగితపు సంచి
urdکُھونکھا