ବଡ ଦାନବୀର ଥିବା ଜଣେ ପୌରାଣିକ ରାଜା
Ex. ଜଣେ ବ୍ରାହ୍ମଣଙ୍କ ଅଭିଶାପ କାରଣରୁ ନୃଗଙ୍କୁ ଏଣ୍ଡୁଅ ଯୋନିରେ ଜନ୍ମ ନେବାକୁ ପଡ଼ିଥିଲା
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benনৃগ
gujનૃગ
hinनृग
kokनृग
marनृग
panਨ੍ਰਿਗ
ମନୁଙ୍କ ଜଣେ ପୁତ୍ର
Ex. ନୃଗଙ୍କ ବର୍ଣ୍ଣନା ପୁରାଣରେ ମିଳେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଉଶୀନରଙ୍କ ଜଣେ ପୁତ୍ର
Ex. ନୃଗାଙ୍କ ଗର୍ଭରୁ ନୃଗଙ୍କ ଜନ୍ମ ହୋଇଥିଲା